Odisha Link
Bridging the Missing Links in Odisha
Daily Archives

March 24, 2023

ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଛି। ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ଦାଏର ଅପରାଧିକ…

ଏପ୍ରିଲ୍‌ ୨୯ରେ ଶ୍ରୀଲିଙ୍ଗରାଜଙ୍କ…

ଓଏଲ୍‌ ବ୍ୟୁରୋ: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଏବର୍ଷ ଏପ୍ରିଲ୍‌ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି…

ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସାମ୍ନାକୁ…

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖାରବେଳ ନଗର ଥାନାରେ ସାଇବର ଟିମ୍ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଥିଲା। ଆଜେକ୍ସ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍ ଯାହାକୁ…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବବିବିଧତା…

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦ୍ଦନ ପର୍ବତ ଯାହା ଅନେକ ଔଷଧୀୟ ଗଛରେ ପରିପୂର୍ଣ୍ଣ ରୂପରେ ପରିଚିତ। କାହିଁ କେଉଁ କାଳରୁ ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ତେବେ ଜୈବବିବିଧତାରେ ପରିପୂର୍ଣ ଏହି ଐତିହ୍ୟ ସ୍ଥଳକୁ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ଜଙ୍ଗଲ ଓ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ କିଛି ଦିନ ହେବ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି ଦେଶବାସୀ। କରୋନା ମହାମାରୀକୁ ନେଇ ଓଡ଼ିଶାର ସ୍ତିତି ବିଷୟରେ ଅବଗତ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ…

ଓଏଲ୍‌ ବ୍ୟୁରୋ: ସୀମା ସୁରକ୍ଷା ଯବାନଙ୍କୁ ମିଳିଛି ବଡ ସଫଳତା। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଠାବ ହୋଇଛି। ମାଓ ଦମନ ଅପରେସନ ବେଳେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଜବତ କରିଛି ବିଏସଏଫର ୮୮ ବାଟାଲିୟନ…

ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଗୃହରେ ବିରୋଧୀ- ଶାସକଦଳ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଜାରି ରହିଥିବାବେଳେ ଶିଳ୍ପ ପୁଞ୍ଜିନିବେଶକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ…

ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲରେ ୪ ହାତୀ

ଓଏଲ୍‌ ବ୍ୟୁରୋ: ହାତୀ ଆକ୍ରମଣ ଆଉ ହାତୀ ମୃତ୍ୟୁକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସ୍ଥିର କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ହାତୀକୁ ନେଇ ଖବର ସାମ୍ନାକୁ ଆସିଛି। ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ଼ ଉପରେ ଥିବା ଜଙ୍ଗଲରେ ୪ ହାତୀ ପଶିଆସିଥିବା…

ବ୍ରିଜ ନିକଟରୁ ଉଦ୍ଧାର ହେଲା ମହିଳାଙ୍କ…

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏନଏଚ-୧୬ ସାହାପୁର ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଥିବା ଜଣା ପଡିଛି। ଖବର ଅନୁସାରେ, ଗତକାଲି ସାହାପୁର ବ୍ରିଜ ନିକଟରୁ…