କଂଗ୍ରେସକୁ କରୋନା!
ଶୁଭ୍ରାଂଶୁ ପଣ୍ଡା
କରୋନା ଭାଇରସ୍ ଏବେ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଭାରତରେ ପ୍ରାୟ ୮୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଇତି ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇସାରିଛି। କରୋନା ଆକ୍ରାନ୍ତଙ୍କୁ ଏକାନ୍ତ ସ୍ଥାନରେ ରଖାଯାଉଛି। ପରସ୍ପର ଠାରୁ ଦୂରେଇ…