Odisha Link
Bridging the Missing Links in Odisha
Browsing Category

ବାଣିଜ୍ୟ

କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: କମିଲା ସୁନା ଓ ରୁପା ଦର। ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬ ଟଙ୍କା ହୋଇଛି। ସେହିପରି ରୂପା ଦାମ୍ ୦.୧୩ ପ୍ରତିଶତ ହ୍ରାସ ପାଇ ୬୫,୨୦୮…

ରାଜ୍ୟରେ ବନ୍ଦ ହୋଇଛି ୩୨୦୭ ଉଦ୍ୟୋଗ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ଅର୍ଥନୀତି ଉପରେ ବିଶେଷଭାବେ ପଡିଛି। ଫଳରେ କେତକେ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ପଡିଛି ତ କେତେକର ଅବସ୍ଥା ଅତି ଶୋଚନୀୟ ହୋଇଛି। ଏହାରି ମଧ୍ୟରେ କରୋନା ସ୍ଥିତି ପାଇଁ ଉଦ୍ୟୋଗ ବନ୍ଦ ନେଇ ଗୃହରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର।…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା କାରଣରୁ ଖାଉଟୀଙ୍କୁ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଟିକେ ଆଶ୍ୱସ୍ତି ମିଳିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର…

ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଗ୍ୟାସ୍ ଦର। ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ଘରୋଇ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ମଧ୍ୟବିତ୍ତଙ୍କ ପକେଯ ଉପରେ ମାଡ କରିଛି। ୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ…

ଆସନ୍ତା କାଲିଠୁ ୩ ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ। ଆସନ୍ତା କାଲି ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ…

ନୂଆଦିଲ୍ଲୀ: କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କୋରୋନାରେ ଚାକିରି ହରାଇଥିବା ଲୋକଙ୍କ pf ଅର୍ଥରାଶି ସରକାର ପ୍ରଦାନ କରିବେ। EPFO ଆକାଉଣ୍ଟ ଧାରକଙ୍କ pf ଆକାଉଣ୍ଟରେ ସରକାର ୨୦୨୨…

ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ…

ପାରାଦୀପ: ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ ହଲପାକ୍‌ ଡମ୍ପର୍‌ ଓ ଏସ୍କାଭେଟର୍‌ ଭଳି ଭାରୀ ଖଣିଜ ଯନ୍ତ୍ର ବିଦେଶକୁ ରପ୍ତାନୀ ହୋଇଛି। ରାଜ୍ୟର ପ୍ରମୁଖ ବନ୍ଦରରୁ ଏହି ଐତିହାସିକ ପ୍ରଥମ ପଦକ୍ଷେପକୁ ପରିଚାଳନା କରିଛନ୍ତି ଓଡ଼ିଶା ଷ୍ଟଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍)। ତ୍ରିବେଣୀ ଅର୍ଥମୁଭର୍ସ…

ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ସେହିପରି ରୂପା ଦର ୮୭୦ ଟଙ୍କା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ…

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଏବେ ତାଲିବାନକୁ ଝଟକା। ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱଟରେ ଲେଖିଛନ୍ତି…

ବ୍ୟାଙ୍କ ଲକର ପାଇଁ ନୂଆ ଗାଇଡଲାଇନ ଜାରି…

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ଗାଇଡଲାଇନରେ ପରବର୍ତ୍ତନ ଆଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। ନୂଆ ଗାଇଡଲାଇନ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ। ନୂଆ ଗାଇଡଲାଇନ ମୁତାବକ, ଚୋରି, ଅଗ୍ନିକାଣ୍ଡ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ହେରଫର ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା…