Odisha Link
Bridging the Missing Links in Odisha
Browsing Category

ବାଣିଜ୍ୟ

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା…

ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା ପରେ ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି। ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା…

ଭଲ ଖବର: ଦେଶରେ ଶସ୍ତା ହେବ ଖାଇବା ତେଲ!

ନୂଆଦିଲ୍ଲୀ: ଲଗାତାର ଦରଦାମ ବୃଦ୍ଧି ହେତୁ ଅସନ୍ତୋଷ ଜନତା। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶିଘ୍ର ସାଧାରଣ ଜନତାଙ୍କୁ ମିଳିବାକୁ ଯାଉଛି ବଡ଼ ଆ‌ଶ୍ବସ୍ତି। କାରଣ ବୁଧବାର ଦିନ ପାମ୍‌ ଅଏଲ୍‌ ମିଶନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର। ଦେଶରେ ଖାଇବା ତେଲର ଉପଲବ୍ଧତା ବଢ଼ାଇବାକୁ ୧୧,୦୪୦ କୋଟି…

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ…

ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ…

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଲଗାତାର ଭାବେ ୫ ଦିନ ବନ୍ଦ ରହିବ। ଏହି ଏହି ଛୁଟିଦିନ ସବୁ ରାଜ୍ୟରେ ଲାଗୁ…

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪…

ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ…

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ଆମେରିକା ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଏକ ବଡ ଦାୟିତ୍ୱ ମିଳିଛି। ସେଠାରେ ସେ ରେଭିନ୍ୟୁ ଷ୍ଟାଟେଜୀ ଆଣ୍ଡ ଅପରେଶନର ସିନିୟର ଡାଇରେକ୍ଟର ସହ ନ୍ୟୁ ମାର୍କେଟ ଉପରେ ଧ୍ୟାନ…

୭ମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ…

ମୁମ୍ବାଇ: ଆଜିକୁ ମିଶାଇ ୭ମଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଲାଗି ରହିଥିବା ଅନିଶ୍ଚିତତା ଏବଂ ବୈଶ୍ବିକ ଆର୍ଥିକ ବଜାରରେ ଦ୍ରୁତ ପରିବତ୍ତର୍ନ ମଧ୍ୟରେ ଦେଶରେ ଚାଲିଥିବା ଅଭିବୃଦ୍ଧି ସୁଧାରରେ ସହଯୋଗ କରିବା ଲାଗି ଏହା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍‌…

ଫ୍ଲିପକାର୍ଟକୁ ଇଡିର ନୋଟିସ୍, ଲାଗିପାରେ…

ନୂଆଦିଲ୍ଲୀ:ଫ୍ଲିପକାର୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ୍। ଇଡି ପକ୍ଷରୁ ଦେଶର ସର୍ବବୃହତ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ପ୍ରତିଷ୍ଠାତା ସଚିନ ବଂଶଲ ଓ ବିନ୍ନୀ ବଂଶଲ ଓ ଅନ୍ୟ ୯ ଜଣଙ୍କ ନିକଟକୁ ଫୋରେକ୍ସ ଆଇନ ଉଲଘଂନ ନେଇ ନୋଟିସ୍ ଜାରି କରିଛି। ଏହି ନୋଟିସ ଜରିଆରେ ଇଡି ସେମାନଙ୍କ ଠାରୁ…

କମିଲା ସୁନା ଓ ରୂପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଓ ରୂପା ଦର। ଗତ କିଛିଦିନ ଧରି ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି। ଆଜି MCXରେ ସୁନା…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି। ତିନିଦିନ ଦର ସ୍ଥିର ରହିବା ପରେ ଆଜି ଲିଟର ପିଛା ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଛି। ମୂଲ୍ୟବର୍ଦ୍ଧିତ କର ଓ ପରିବହନ ଭଡ଼ା ଯୋଗୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି।…