Odisha Link
Bridging the Missing Links in Odisha
Browsing Category

ସହର

ଅତ୍ୟାଧୁନିକ ବସ୍‌ ଏବଂ ଡିପୋର ଲୋକାର୍ପଣ…

ଭୁବନେଶ୍ୱର: ଆଜି OSRTCର ୧୧୦ଟି ନୂଆ ବସ୍‌ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି। ଏଥିସହ ବିଏସ୍-୬ ଶ୍ରେଣୀର ମଧ୍ୟ ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି।…

ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା। ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା। ପଡ଼ୋଶୀଙ୍କ ମାଡ଼ରେ ଆହତ ଯୁବକ ଜଣକ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି। ଯୁବକ…

ବିଜେବି କଲେଜରେ ଛାତ୍ର ଅଶାନ୍ତି:…

ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଅଶାନ୍ତି। ଗତକାଲି କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ‌ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଖାରବେଳ…

ରାସ୍ତାକଡ଼ରୁ ଡେଲିଭରି ବୟର ମୃତଦେହ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟର ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମୃତ ଯୁବକଙ୍କ ନାଁ ସାନ୍ତନୁ। ସେ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ…

ଗଶେଶ ପୂଜା ଗାଇଡଲାଇନ ଜାରି କଲା…

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଛି। ଆସନ୍ତା ୧୦ ତାରିଖରେ ପାଳିତ ହେବ ଗଶେଶ ପୂଜା। ଗଶେଶ ପୂଜା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌। ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ।…

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର। ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବା ବେଳେ ଆଜିଠୁ ଲିଙ୍ଗରାଜ ମନ୍ଦିର ଖୋଲିଛି। ଟ୍ରଷ୍ଟ ବୋ଼ର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। ସମସ୍ତ…

ଆଜିଠୁ ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ମଙ୍ଗଳବାର ଓ ବୁଧବାର ସେରୋ ସର୍ଭେ ଜାରି ରହିବ। ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଆଜି ଓ ଆସନ୍ତା କାଲି ସେରୋ ସର୍ଭେ କରାଯିବ। ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ।…

ଏଣିକି ରବିବାର ଦିଆଯିବ ଟିକା

ଭୁବନେଶ୍ବର: ଟିକାକରଣରେ ଭାରତ ଐତିହାସିକ ସଫଳତା ଲାଭ କରିଛି। ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଶୁକ୍ରବାର ୧,୦୦,୬୩,୯୩୧ ଡୋଜ୍‌ ଟିକା ଦିଆଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୮ ଲକ୍ଷରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।…

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର…

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ବିଏମସି ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ଗର୍ଭଗୃହ ଦର୍ଶନ ବନ୍ଦ…

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ…

ଭୁବନେଶ୍ୱର: ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର। ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ହେବ ରୁପା ଛାଉଣୀ। ଏନେଇ ଆସିଥିବା ଏକ ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ…