Odisha Link
Bridging the Missing Links in Odisha
Browsing Category

ସହର

ଲଗାଣ ବର୍ଷା ସତ୍ତ୍ୱେ କଟକରେ ବିଜେପି…

କଟକ: ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ…

ଡେଲିଭରି ବଏଙ୍କୁ ଅପହରଣ, ଦୟାନଦୀ ନିକଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, ଡେଲିଭରି ବୟଙ୍କ…

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି। ରାଜ୍ୟରେ…

ପାର୍ବଣ କଟକଣାର ପୁନର୍ବିଚାର କରନ୍ତୁ…

କଟକ: ଦୁର୍ଗାପୂଜା ମୂର୍ତ୍ତିର ଉଚ୍ଚତା ସହ କୋଭିଡ୍ ସଂକ୍ରମଣର ସଂପର୍କ ନେଇ ତେଜୁଛି ଅସନ୍ତୋଷ। ଗତକାଲି ସରକାରଙ୍କ ପୂର୍ବ ଗାଇଡଲାଇନ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଥିଲେ ମୁଖ୍ୟ ରିଲିଫ୍ କମିଶନର। କହିଥିଲେ- ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ହେଲେ…

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାର ତଦନ୍ତ…

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ଦାସ ଘଟଣାର ତଦନ୍ତ କରିବ କମିଶନରେଟ୍ ପୁଲିସ । ଘଟଣାର ତଦନ୍ତ ପାଇଁ ପତ୍ର ଲେଖିଛି ଜଗତସିଂହପୁର ପୁଲିସ। ମାମଲାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବ କମିଶନରେଟ୍ ପୁଲିସ। ଏ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା…

ଓଏସଏସସି ଦୁର୍ନୀତି ମାମଲାରେ ଛାତ୍ର…

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନୀତିକୁ ନେଇ ପ୍ରତିବାଦ। ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି।  ବିଧାନସଭା ଚାଲିଥିବାବେଳେ ନିଜର ଦାବି ରଖିବା ପାଇଁ ଛାତ୍ର କଂଗ୍ରେସ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଧାନସଭା…

ଆସନ୍ତା ୧୩ରେ କଟକ ବନ୍ଦ ଡାକରା

କଟକ: ଆସନ୍ତା ୧୩ରେ କଟକ ବନ୍ଦ ଡାକରା। ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ନିର୍ଦ୍ଦେଶକୁ ବିରୋଧ କରି କଟକରେ ପ୍ରତିବାଦ। ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ସମେତ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ…

ଲକ୍‌ଡାଉନ୍‌ରେ ଅମାନିଆ ଗଣିଲେ ୫୦ କୋଟି…

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କ ଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି। କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ବଢ଼ିବାରେ ଲାଗିଛି ବ୍ରାଉନସୁଗାର କାରବାର। ବି-ଟେକ୍ ଛାତ୍ର ବି ଏଥିରେ ମାତିଛନ୍ତି। ଖୋର୍ଦ୍ଧା କୁମାରବସ୍ତରୁ ୧କେଜି ୩୪ଗ୍ରାମ ବ୍ରାଉନସୁଗାର ଜବତ। ଏହି ମାମଲାରେ ଜଣେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ।…

୩ଟି ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର: ୩ଟି ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍‌ ସେବା। କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି। କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କ…