Odisha Link
Bridging the Missing Links in Odisha
Browsing Category

ସାହିତ୍ୟ

ଲେଖକ ଯୁଗଳ କିଶୋର ଷଡଙ୍ଗୀ ପାଇବେ…

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ୨୦୨୩ ବର୍ଷ ପାଇଁ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଚଳିତଥର ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିକ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’କୁ ସାହିତ୍ୟ ଅକାଦେମି ବାଲ୍…

ନୂଆ ସଂସଦରେ ବନାନ ତ୍ରୁଟି, ଓଡ଼ିଆ…

ଭୁବନେଶ୍ବର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ନୂଆ ସଂସଦ ଭବନରେ ଓଡ଼ିଆ ସହରର ନାମ ଭୁଲ ଲେଖାଯାଇଛି। ଏ ନେଇ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଆ ଲେଖକ ଶୁଭ୍ରାଂଶୁ ପଣ୍ଡା। ସେ ଟୁଇଟ୍‌ କରି ତ୍ରୁଟିର ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କୁ…

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସ। ପଦ୍ମଭୂଷଣ ପ୍ରତିଭା…

“ଭୁବନେଶ୍ବର@୭୫ :…

ଭୁବନେଶ୍ବର: ବିଗତ ୧୦ ବର୍ଷ ଭିତରେ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ତତୋଧିକ। ଭୁବନେଶ୍ବରର ବିକାଶ ପାଇଁ ନାଗରିକ ସମାଜର ସହଭାଗିତା ଜରୁରୀ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ପେନ୍‌ ଇନ୍‌ ବୁକ୍ସ…

ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ରାଜନୀତିର…

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷ ଧରି ରାଜନୀତିେର ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା…

ବିଶ୍ବ ପୁସ୍ତକମେଳାରେ ପେନ୍‌ ଇନ୍‌ ବୁକ୍ସ…

ନୂଆଦିଲ୍ଲୀ: ବିଶ୍ବ ପାଠକଙ୍କ ପାଖରେ ଓଡ଼ିଆ ସାହିତ୍ୟ ପହଞ୍ଚିବାରେ ଏବେ ବି ଅନ୍ୟ ଭାରତୀୟ ଭାଷା ତୁଳନାରେ ପଛରେ ପଡ଼ିଛି। ପ୍ରକାଶକୀୟ ଦକ୍ଷତା ସାଙ୍ଗକୁ ବ୍ୟାପକ ପୁଞ୍ଜିନିବେଶ ଓ ପ୍ରବୀଣ ଅନୁବାଦକ ଗୋଷ୍ଠୀଙ୍କ ସହାୟତାରେ ଆମ ସାହିତ୍ୟକୁ ଓଡ଼ିଶା ବାହାରେ ପ୍ରସାରିତ କରିହେବ ବୋଲି ମତବ୍ୟକ୍ତ କରିଛନ୍ତି ବରିଷ୍ଠ…

କ୍ୟାରିୟର ଗଠନ ନିମନ୍ତେ ସୋଆର ପୁରାତନ…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ବୃତ୍ତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି । ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ “କର୍ପୋରେଟ…

ଆଜି ଯୁବ ଲେଖକ ପୁରସ୍କାର ସମାରୋହ,…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଆଜି ସଂଧ୍ୟାରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ…

୯ରେ ଯୁବ ଲେଖକ ପୁରସ୍କାର ସମାରୋହ,…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ଫେବ୍ରୁଆରୀ ମାସ ୯ ତାରିଖ ସଂଧ୍ୟାରେ ସ୍ଥାନୀୟ…

ଫକୀର ମୋହନ, ସୁରେନ୍ଦ୍ର ମହାନ୍ତି ଓ…

ଭୁବନେଶ୍ୱର: ଗପ ପଢ଼ିବା, ଲେଖିବା ଓ କହିବା ଅଭ୍ୟାସଟି ଆମ ପିଲାମାନଙ୍କ ଭିତରେ ରହିଲେ, ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ ହୋଇପାରିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଦ୍ୟ ସାହିତ୍ୟ ଯେତେ ସମୃଦ୍ଧ ହେବ, ତାହା ସେତିକି ସଶକ୍ତ ହେବ ଏବଂ ଏହାର ଅବକ୍ଷୟକୁ ରୋକା ଯାଇପାରିବ। ଏହାସହ ଆମକୁ ସମୟ ସହ ତାଳଦେଇ ଆଧୁନିକ…