Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ଟ୍ରେନ ଧକ୍କାରେ ୨ ହାତୀ ମୃତ। ଏହି ଦୁର୍ଘଟଣାଟି ରାଉରକେଲା ବିଶ୍ରା ମହିପାଣି ନିକଟରେ ଘଟିଛି। ଗତ ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ। ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ଧାରଣାରେ ପଡ଼ି ରହିଛି । ରେଳ ଧାରଣ ପାର କରିବା ବେଳେ ଘଟିଛି ଏହି…

ରେଳ ବଜେଟରେ ରାଜ୍ୟକୁ ମିଳିଲା ୫ହଜାର ୫୨୮…

ଭୁବନେଶ୍ୱର : ଚଳିତ ବର୍ଷ ବଜେଟ୍‌ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଓଡ଼ିଶା ପାଇଁ ରେଳ ବଜେଟ୍‌ରେ ୫,୫୨୮ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତେବେ ପୂର୍ବତଟ ରେଳପଥ…

ରାଜଧାନୀ ପର୍ଯ୍ୟନ୍ତ ‘କଳା ଭାରତ…

ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ରାଜ୍ୟରେ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହ ସୁସ୍ଥ ହାର ୩୩୨୪୯୯କୁ ବୃଦ୍ଧି ହୋଇଛି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।…

ବଳଦ ପାଟିରେ ଫୁଟିଲା ବୋମା

ଢ଼େଙ୍କାନାଳ: ବୋମାର ଶିକାର ହେଉଛନ୍ତି ଗୃହପାଳିତ ପଶୁ। ଶିକାର ପାଇଁ ଖଞ୍ଜିଥିବା ବୋମାକୁ ଗୃହପାଳିତ ପଶୁ ମାନେ ଘାସ ଭାବି ଖାଇ ଦେଇଥାନ୍ତି। ଯାହା ଫଳରେ ସେମାନେ ବୋମାର ଶିକାର ହୁଅନ୍ତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ବଳଦ ବୋମାକୁ ଘାସ ଖାଇ ଦେଇଥିଲା। ତାପରେ ପାଟି…

ଓଡ଼ିଶାର ୩ଟି ଗାଁର ନାମ ବଦଳାଉଛି ଆନ୍ଧ୍ର

କୋରାପୁଟ: କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର। ଗାଁ ଗୁଡ଼ିକର ନୂଆ ନାଁ ହେଲା ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ। ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା…

ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬…

ମାଲକାନଗିରି :ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ। ଏହି ଅଭାବନୀୟ ଘଟଣାଟି ମାଲକାନଗିରିି ଅଙ୍ଗନୱାଡ଼ିରେ ଘଟିଛି। ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା…

ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର…

ଭୁବନେଶ୍ୱର: ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍‌ଧନ୍ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀ ଠାରେ ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି…

ରାଜ୍ୟରେ ଶୀତର ଲହରି , ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ୮ଟା ଜିଲ୍ଲାକୁ ଶୀତର ଲହରି ଜାରି ରହିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡିକ ହେଉଛି- ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ନବରଙ୍ଗପୁର। ୭ ତାରିଖ ସକାଳ ସୁଦ୍ଧା ୧୧…

ଓଲଟିଲା ୧୦୨ ଆମ୍ବୁଲାନ୍ସ

ଝରିଗାଁ: ଓଲଟିଲା ୧୦୨ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଚାଳକ। ଏହି ଦୁର୍ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଉମରକୋଟ ରାସ୍ତାରେ ଥିବା କରମରୀ ଗ୍ରାମ ନିକଟରେରେ ଘଟିଛି। ପ୍ରକାଶ ଯେ, ଝରିଗାଁ ବ୍ଳକ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ…