Odisha Link
Bridging the Missing Links in Odisha
Daily Archives

April 25, 2021

ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍‌…

ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍‌-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍‌ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କୋଭିଡ୍‌ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ୨ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ମୋଟ ୨,୦୦୦କୋଟି ଟଙ୍କା ଖର୍ଚ୍ଚ…

ସାମ୍ବାଦିକ ଅମଜାଦ ବାଦଶାହଙ୍କ ଦେହାନ୍ତ

ଝାରସୁଗୁଡ଼ା: କରୋନାର କରାଳ ଗ୍ରହଣରେ ବଳିପଡ଼ିଛି ପୁଣି ଜଣେ ସାମ୍ବାଦିକଙ୍କର ଜୀବନ। ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହଙ୍କର ଆଜି ପରଲୋକ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେ କୋଭିଡ୍‌ ପଜିଟିଭ୍‌ ଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ପ୍ରାୟ ୨…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ସରକାର ଲଗାଇଛନ୍ତି କଟକଣା। ଏଥିସହିତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏସବୁ ମଧ୍ୟରେ ସରକାର ବଦଳାଇଛନ୍ତି କ୍ବାରାଣ୍ଟିନ୍‌ ନିୟମ। ପଶ୍ଚିମବଙ୍ଗରୁ…

ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ…

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡ ସିଏସଆର ପାଣ୍ଠିରୁ ୯.୩୨ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ…

ଘାରୁଛି କରୋନା ଭୟ, ମୃତଦେହ ଛୁଉଁ…

ବୌଦ୍ଧ: ରାଜ୍ୟରେ କାୟା ମେଲାଉଛି କରୋନା ସଂକ୍ରମଣ। ଦିନକୁ ଦିନ କରୋନା ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା। ଖବର ମୁତାବିକ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର…

ରାଜଧାନୀରେ ମେ’୩ ଯାଏଁ ବଢ଼ିଲା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏବେବି ଦିଲ୍ଲୀରେ କରୋନୋ ସ୍ଥିତି ସଙ୍କଟଜନକ ହୋଇ…

ଗଞ୍ଜାମ: କାଲିଠୁ ମେ’୨ ଯାଏଁ ବନ୍ଦ…

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଲାଗୁ କରିଛନ୍ତି କଟକଣା। ଏସବୁ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲା ଗଞ୍ଜାମ ପ୍ରଶାସନ। ସୋମବାରଠୁ ମେ' ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ…

ନକଲ ଧରାପଡ଼ିବା ପରେ ଅକଲ ଗୁଡ଼ୁମ

ଭୁବନେଶ୍ବର: ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା 'ମୋନାଲସା' ଆଜି ସଂଧ୍ୟା ୬ଟା ୩୦ରେ ଜି-ସାର୍ଥକ୍‌ ଟିଭିରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ସିନେମାଟି ଆଜି ମୁକ୍ତିଲାଭ କରୁନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ବିନା ଅନୁମତିରେ ଜାତୀୟ ପୁରସ୍କାରପ୍ରାପ୍ତ ଏକ…

ଆମ୍ବୁଲାନ୍ସ ଆସିଲାନି , ରେନକୋର୍ଟ…

ପଦ୍ମପୁର: କରୋନା କାଳରେ ପଦାରେ ପଡ଼ିଲା ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନ ଚିତ୍ର। ଏପରିକି ରୋଗୀଙ୍କୁ ନେବାକୁ ଆସିଲାନି ଆମ୍ବୁଲାନ୍ସ। ଯାହାରିଫଳରେ ରେନ୍‌ କୋର୍ଟ ପିନ୍ଧି ବାଇକ୍‌ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ…