Odisha Link
Bridging the Missing Links in Odisha
Daily Archives

May 5, 2021

ଅମାନିଆଙ୍କୁ ସାବାଡ: ଦିନରେ ୨୩ଲକ୍ଷ…

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୪ ଦିନଆ ଲକ୍‌ଡାଉନ ଜାରି ହୋଇଛି। ଲକ୍‌ଡାଉନ ବେଳେ ଜରୁରୀକାଳୀନ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି…

ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ…

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା। ଅଟୋନମସ କଲେଜ ଭାବେ ଥିବା ଖଲ୍ଲିକୋଟ କଲେଜକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।…

ଏକାବେଳେ ୯ ସନ୍ତାନଙ୍କୁ ଜନ୍ମଦେଇ…

ନୂଆଦିଲ୍ଲୀ: ଜଣେ ମା ଏକାବେଳେ ଦୁଇଟି ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଦେବା କଥା ଆପଣ ଆଗରୁ ଶୁଣିଥିବେ ନିଶ୍ଚୟ। ମାତ୍ର ଜଣେ ମହିଳା ତିନୋଟି କିମ୍ବା ଚାରୋଟି ନୁହେଁ ଏକାବେଳେ ୯ଟି ସନ୍ତାନ ଜନ୍ମ ଦେଇଛିନ୍ତି। କଥାଟା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପଶ୍ଚିମ ଆଫ୍ରିକୀୟ ଦେଶ…

ସୀମା ଜଗିବେ ଶିକ୍ଷକ ଓ ଅଧ୍ୟାପକ

ମାଲକାନଗିରି: ରାଜ୍ୟରେ ଭୟଙ୍କର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସରକାର ବିଭିନ୍ନ ପଡା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଭିତରେ  ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ…

ଲକ୍‌ଡାଉନରେ କଳାବଜାରୀ: ଆଳୁ, ପିଆଜ ଦର…

କଟକ: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସଥା ତେଜୁରାତି ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକ୍‌ଡାଉନରେ ଲୋକେ ଅଧିକ ପରିମାଣରେ କିଣୁଥିବା ବେଳେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।…

କରୋନା କାଳରେ ସ୍ୱାସ୍ଥ୍ୟ ସେବା ପାଇଁ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ପୁଣିଥରେ ଅର୍ଥନୀତିକୁ ପ୍ରଭାମିତ କରିଛି। ଦେଶର କରୋନା ସ୍ଥିତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ପ୍ରବାହ ଅର୍ଥନୀତିକୁ ବହୁ ପରିମାଣରେ…

ସାମ୍ବାଦିକ ସରକାରୀ ସ୍ବୀକୃତିପ୍ରାପ୍ତ…

ଭୁବନେଶ୍ବର: ସାମ୍ବାଦିକଙ୍କୁ ଟିକା ଦିଆଯିବା ନେଇ ସାରା ରଜ୍ୟରୁ ଦାବି ଉଠିବା ପରେ ସରକାର ରାଜ୍ୟ ସାରା ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଏ ନେଇ ଗତକାଲି ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ତେବେ କେବ ସରକାରୀ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିଦି

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ। ଏଥିସହ ପଶ୍ଚିମବଙ୍ଗରେ ତୃତୀୟ ଇନିଂସ ଆରମ୍ଭ କଲେ ମମତା। ଆଜି ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ରାଜଭବନରେ ନିରାଡମ୍ୱର ଭାବେ ଶପଥଗ୍ରହଣ ଉତ୍ସବ ହୋଇଛି। କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ…

ଦେଶରେ କରୋନା: ୨୪ ଘଣ୍ଟାରେ ୩୭୮୦ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ୩ହଜାର ୭୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ୨୪…

ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ତେଲ କମ୍ପାନୀ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି। ଗତକାଲି ମଙ୍ଗଳବାର ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ଦୁଇ…