Odisha Link
Bridging the Missing Links in Odisha
Daily Archives

May 6, 2021

ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ। ମୌସୁମୀ ଜୁନ ୧ରେ କେରଳ ଛୁଇଁବା ନେଇ  ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜୁନ ୧ରେ ଦକ୍ଷିଣ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ  ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ, ଭାରତର…

କୋଭିଡ଼ ପରିଚାଳନା: ୩ ଜିଲ୍ଲା ପାଇଁ…

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ମଞ୍ଜୁର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି। ପୁରୀ ପାଇଁ ପୂର୍ବରୁ ୧୪କୋଟି…

କେରଳରେ ଲାଗୁ ହେଲା ଲକଡାଉନ

କେରଳ: ଦେଶରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ…

ପିଣ୍ଡାରେ ପ୍ରତାପଙ୍କ ଉପବାସ

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ପ୍ରତିବାଦ କରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପବାସ କରିଛନ୍ତି। ସେ ନିଜ ଘରର ଦାଣ୍ଡ ପିଣ୍ଡାରେ ଧାରଣାରେ ବସିଛନ୍ତି। ନିଜର କିଛି ଦଳୀୟ ସହଯୋଗୀଙ୍କ ସହ ଧାରଣାରେ ବସିଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ…

ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ…

ନୂଆଦିଲ୍ଲୀ: ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ ଅକ୍ସିଜେନ ସବୁଧା। ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ଏହି ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର। ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର। ଏହାଦ୍ୱାରା ହସ୍ପିଟାଲରେ ଭିଡ ମଧ୍ୟ କମ…

ମେଘାଳୟରେ ମିଳିଲା ୧୦ କୋଟି ବର୍ଷ ପୁରୁଣା…

ବ୍ୟୁରୋ: ମେଘାଳୟର ପଶ୍ଚିମ ଖାସି ପାହାଡ଼ ଜିଲ୍ଲାରେ ଗବେଷକମାନେ ଏକ ଡାଇନୋସର୍‌ ଫସିଲ୍‌ ଠାବ କରିଛନ୍ତି। ଏହା ୧୦ କୋଟି ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ୟ ସରୋପଡ୍‌ସ ପ୍ରଜାତିର ଏହି ଡାଇନୋସର୍‌ ଫସିଲକୁ ଠାବ କରିଛନ୍ତି ଭାରତୀୟ ପ୍ରତ୍ନତତ୍ବ ବିଭାଗର ଗବେଷକ ଦଳ। ଏହି ଜାତୀୟ ଜନ୍ତୁଙ୍କର ବେକ…

କରୋନାରେ RLD ମୁଖ୍ୟ ଅଜିତ ସିଂଙ୍କ…

ଉତ୍ତରପ୍ରଦେଶ: ଆରଏଲଡି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ପରଲୋକ। କରୋନା ସଂକ୍ରମଣରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଆଜି ସକାଳେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୮୨ ବର୍ଷୀୟ ଅଜିତ ସିଂ କରୋନା ସଂକ୍ରମିତ ହୋଇଥିଲେ…

କରୋନାରେ CRPF ଡିଆଇଜିଙ୍କ ପରଲୋକ

ଭୁବେନଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ୁିବାରେ ଲାଗିଛି। ଏହାରି ମଧ୍ୟରେ ଆଜି କରୋନାରେ CRPF ଡିଆଇଜି ସୁନିଲ କୁମାର ପାର୍ଥଙ୍କ ମୃତ୍ୟୁ ଘଟିଛି। କରୋନା ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ସୁନିଲ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ, ସେ ବିଭିନ୍ନ ରେଜିମଣ୍ଟାଲ୍ ଅନୁଷ୍ଠାନ ତଥା…

ଦେଶରେ ଅଣାୟତ୍ତ କରୋନା: ଦିନକରେ ୪.୧୨…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହହୁ ହୋଇ ବଢିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୮୦ଜଣଙ୍କ…

ICUରେ ଭର୍ତ୍ତି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା। କୋଭିଡ ୧୯ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ। ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ପ୍ରଦୀପଙ୍କୁ ଏବେ ଆଇସିୟୁର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,…