Odisha Link
Bridging the Missing Links in Odisha
Daily Archives

August 7, 2021

ଟୋକିଓରେ ନୀରଜ ଜିତିଲେ ସ୍ବର୍ଣ୍ଣ

ଟୋକିଓ: ଟୋକିଓରେ କମାଲ କଲେ ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଫାଇନାଲ ମୁକାବିଲାର ପ୍ରଥମ ପ୍ରୟାସରା…

ଅଗଷ୍ଟ ୨୩ରୁ ଖୋଲିବ ରାଜଧାନୀର ସମସ୍ତ…

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୨୩ ତାରିଖରୁ ଖୋଲିବ ଭୁବନେଶ୍ବରର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ। ଆଜି ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଥିଲା।…

ଏଇ ମେସିନ୍ ଫାସିଷ୍ଟ୍‌ମାନଙ୍କୁ ହତ୍ୟାକରେ

ମିୟୋଗ ପାତ୍ର ଉଡି ଗଥ୍ରି ବା ଉଡ୍ରୋ ୱିଲ୍ସନ୍ ଗଥ୍ରି ଆମେରିକାର ଜଣେ ପ୍ରସିଦ୍ଧ ଲୋକ ଗୀତ ଲେଖକ ଓ ଗାୟକ। ନୋବେଲ ପୁରସ୍କାର ବିଜେତା ବବ୍ ଡିଲନ୍ ହୁଅନ୍ତୁ କି ଲୋକ ଗୀତର ଭେଟେରାନ ଜନି କ୍ୟାଶ୍ ହୁଅନ୍ତୁ, ସେଇ ସମୟର ପ୍ରାୟ ପ୍ରାୟ ସମସ୍ତ ପ୍ରମୁଖ ଲୋକ ଗୀତିକାର ସ୍ୱୀକାର କରନ୍ତି ଯେ ସେମାନେ…

ଜନସନ୍ ଆଣ୍ଡ ଜନସନ୍ ଟିକାକୁ ଅନୁମତି ଦେଲା…

ନୂଆଦିଲ୍ଲୀ: ଆମେରିକା ଟିକା ଜନସନ୍ ଆଣ୍ଡ ଜନସନକୁ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଲେ ଭାରତ ସରକାର। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଭାରତରେ ବିଭିନ୍ନ ଟିକା ତିଆରି…

ଓଡ଼ିଶା ଫେରିଲେ ଦୂତୀ, ଅଲିମ୍ପିକ ପରାଜୟକୁ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଦୂତୀ ଚାନ୍ଦ। ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହୋଇଛନ୍ତି। ତେବେ ଅଲିମ୍ପିକ ପରାଜୟକୁ ନେଇ ଦୂତୀ…

ଅଗଷ୍ଟ ୧୪ରୁ ୧୬ ଭିତରେ +୨ ନାମଲେଖା ପାଇଁ…

ଭୁବନେଶ୍ୱର: ମାଟ୍ରିକ ଅଫଲାଇନ୍ ପରୀକ୍ଷା ପରେ +୨ ନାମଲେଖାକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ। ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିବର୍ଷ ସପ୍ତାହେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ରୁ ୧୬ ଭିତରେ ନାମଲେଖା…

ସ୍ତ୍ରୀ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ…

କୋଚି: ସ୍ତ୍ରୀ ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ। ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଜଣେ ବ୍ୟକ୍ତି। ତାଙ୍କର ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।…

Tokyo Olympics: ଶେଷ ହେବ କି ୧୦୦…

ଟୋକିଓ: ଆଉ ଦିନକ ପରେ ଶେଷ ହେବ ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ଏସବୁ ମଧ୍ୟରେ ଶନିବାର ଅପରାହ୍ନରେ ଖେଳାଯିବ ଜାଭେଲିନ୍‌ର ଫାଇନାଲ ମୁକାବିଲା। ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ପୂରା ଦେଶ ବିଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ…

ପୁଣି ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ…

ମୁମ୍ବାଇ: ଅଶ୍ଳିଳ ଭିଡିଓ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ରାଜଙ୍କୁ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ। ବମ୍ବେ ହାଇକୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ରାଜ କୁନ୍ଦ୍ରା ଜାମିନ ପାଇଁ…