Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚାଲଣା ହେଉଥିବା ଗଞ୍ଜେଇକୁ ଜବତ କରିଛି ପୁଲିସ। ଗଞ୍ଜେଇର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କାର ହେବ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଡୁଆ ଥାନା ଅଧିକାରୀ ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।…

ଗଛରେ ପିଟିହେଲା କାର, ଚାଲିଗଲା ଦୁଇ…

ବଲାଙ୍ଗୀର: ଆଜି ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ସହ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କାରଟି…

ରାସ୍ତା ଉପରେ ଜଳିଗଲା କାର୍

ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ଆଗରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। ନିଆଁ ଲାଗିଯିବାରୁ ଚଳନ୍ତା କାରରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଓ ଯାତ୍ରୀ। କାର୍ ରାସ୍ତା କଡ଼ରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ…

ଆଜି କୋଟିଆରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ…

କୋଟିଆ: ଆଜି କୋଟିଆରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର…

ରାଉରକେଲାରେ ଉଦଘାଟିତ ହେଲା ‘ସୁଦକ୍ଷ’…

ରାଉରକେଲା: ସୁନ୍ଦରଗଡ଼ ପରେ ରାଉରକେଲାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। କୋଏଲ ନଗରଠାରେ ଗୁରୁବାର ଦିନ ଏହି କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଥିଲେ। ସୁନ୍ଦରଗଡ଼ ସହିତ ରାଉରକେଲାସ୍ଥିତ ‘ସୁଦକ୍ଷ’…

ଗୁପ୍ତ ଏଜେଣ୍ଡା କ’ଣ ରହିଛି ତାହା ରାଜ୍ୟ…

ଭୁବନେଶ୍ୱର: ଗତକାଲି ଏକ ତୋଫାନୀ ଗସ୍ତରେ ହେଲିକପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଗଦ୍ଧମାର୍ଦ୍ଦନ ପାହାଡର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ। ଏହି ଗସ୍ତରେ କଣ ଗୁପ୍ତ ଏଜେଣ୍ଡା ରହିଛି ତାହା ରାଜ୍ୟ ସରକାର ରାଜ୍ୟ ସ୍ପଷ୍ଟ କରନ୍ତୁ ବୋଲି ପୂର୍ବତନ…

ଚିଟଫଣ୍ଡ ଠକେଇ ମାମଲା: ୭ ଜଣଙ୍କୁ ସଜା

ଭୁବନେଶ୍ବର: ୨ ଟି ଚିଟଫଣ୍ଡ ଠକେଇ ମାମଲାରେ ୭ ଜଣଙ୍କୁ ଜେଲ ଦଣ୍ଡାଦେଶ ଦିଆ ଯାଇଛି। ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର କୋର୍ଟ। ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା। ସିଦ୍ଧ ମହାପୁରୁଷ ମନିରେ ୨ଟି ଠକେଇ ମାମଲାରେ ଦଣ୍ଡ। ୨ ଟି ମାମଲାରେ ୮ କୋଟିରୁ ଅଧିକ ଠକେଇ…

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ…

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳ ଗଦାରେ ନିଆଁ ଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ। ୨ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ କାନ୍ଦ ବୋବାଳି ଲାଗି ରହିଛି।…

ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଲୋକେ

ଚିତ୍ରକୋଣ୍ଡା: ମାଓବାଦୀ ଭୟରେ ନିଜର ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର। ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅବସ୍ଥାନ କରୁଛନ୍ତି। ଲୋକମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ…

ତଥ୍ୟ ନଜାଣି ଅପପ୍ରଚାର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାକୁ ରେଳ ଅନୁଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶ ସହ ଓଡ଼ିଶାର ଉନ୍ନତି ଚାହାଁନ୍ତି। ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍‌ ପାଇଁ ହଜାରେ କୋଟି ବ୍ୟୟବରାଦ।…