Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ଜାରି

ପୁରୀ: କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି। ଏସଓପି ମୁତାବକ, ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ। ଟୋକନ୍ ଆଧାରକାର୍ଡ ଦେଖାଇ…

ଫସାଇଦେଲା ଫେସବୁକ୍ ଝିଅ, ଦେହ ଦେଖାଇ…

କଟକ: ଫେସବୁକ୍‌ରୁ ବନ୍ଧୁତା। ପରେ ନମ୍ବର ଦିଆନିଆ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ'ଣ ଗପସପ। ଭିଡିଓ କଲରେବି ଭାବ ଦିଆଦିଆ। ପ୍ରେମର ବାହାନା କରି ଯୁବକଙ୍କ ପର୍ସନାଲ ଡାଟା ହାତେଇ ନେଲେ ଯୁବତୀ। ତାପରେ ଆରମ୍ଭ ହେଲା ବ୍ଲାକ୍‌ମେଲିଂ। ଏବେ ଫୋନ ଯୋଗେ ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ…

ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଅଗଷ୍ଟ ଗାଇଡଲାଇନ ମୁତାବକ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିଛି।…

ଆଜି ରେଙ୍ଗାଳି ଡ୍ୟାମ୍‌ରୁ ଛଡ଼ାଯିବ…

ଅନୁଗୁଳ: ଆଜି ରେଙ୍ଗାଳି ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୯.୬୯ ରହିଥିଲା। ଜଳଭଣ୍ଡାରରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା କିନ୍ତୁ ଉପରମୁଣ୍ଡରେ ବର୍ଷା ଜାରି ରହିବା ଫଳରେ…

ଚାଷଜମିରେ କରୁଥିଲେ କାମ, ବଜ୍ରପାତରେ…

ବାଲେଶ୍ବର: ବଜ୍ରପାତରେ ଚାଲିଗଲା ଜୀବନ। ଏଭଳି ଅଘଟଣ ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇଁବିନ୍ଧା ଗାଁରେ। ମିଳିଥିବା ସୂଚନା ମୁତାବିକ ଚାଷ ଜମିରେ କାମ କରୁଥିବା ବେଳେ ବ୍ରଜପାତ ମାରିଥିଲା। ଯାହାଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିଲା। ମିଳିଥିବା ସୂଚନା ମୁତାବିକ, ୨ ଜଶ ଶ୍ରମିକ କାମ କରିବା ପାଇଁ…

ବାହାଘର ପୂର୍ବରୁ ଚମ୍ପଟ ମାରିଲା ବର,…

ଢେଙ୍କାନାଳ: ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ। ପ୍ରେମ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି। କିଛି ସମୟ ପରେ ବରଣମାଳା ପିନ୍ଧିଥାନ୍ତେ ଉଭୟେ। ବିବାହ ପାଇଁ କନ୍ୟା ହେଉଥିଲା ସଜବାଜ। ହେଲେ ବିବାହ ପୂର୍ବରୁ ଘରୁ ମିଳିଲା କନ୍ୟାର ଝୁଲନ୍ତା ମୃତଦେହ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ…

ମାଟ୍ରିକ୍‌ ପରୀକ୍ଷାରେ ପୁଣି ବିଭ୍ରାଟ

କଟକ: ବର୍ତ୍ତମାନ ରାଜ୍ୟରେ ଅଫ୍‌ ଲାଇନ୍‌ରେ ଚାଲିଛି ମାଟ୍ରିକ୍‌ ପରୀକ୍ଷା। ହେଲେ କଟକରୁ ଆସିଛି ଏକ ବଡ଼ ଖବର। ମଙ୍ଗଳବାର କଟକ ବୋର୍ଡ ହାଇସ୍କୁଲରେ ଚାଲିଥିଲା ପରୀକ୍ଷା। ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍କ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ସେହିପରି ଏକ୍କ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ବି…

କାଲିଠୁ ଖୋଲିବ କଟକର ସବୁ ଧର୍ମାନୁଷ୍ଠାନ

କଟକ: କରୋନା କଟକଣା କୋହଳ ହେଇଥିବା ବେଳେ ଆସନ୍ତା କାଲିଠାରୁ କଟକ ଜିଲ୍ଲାରେ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ। କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମାନୁଷ୍ଠାନ ଖୋଲିବା ସହ କୋଭିଡ୍ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି। ଧର୍ମାନୁଷ୍ଠାନ…

ବିଜେପି ନେତାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ। ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରି…

ଅଗଷ୍ଟ ୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ଏଥିସହିତ ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର…