Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ନୟାଗଡ଼: କଳାବଜାରରେ ସାର

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ…

୨ କୋଟିର ବ୍ରାଉନସୁଗାର ଜବତ

ଜଳେଶ୍ୱର: ୨ କୋଟିର ବ୍ରାଉନସୁଗାର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ବ୍ରାଉନସୁଗାର ବେପାରୀ ମାନେ ଧରାପଡୁଛନ୍ତି। ଏହାରି ମଧଞରେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରି ଏବଂ…

ଗଞ୍ଜାମ: ଉନ୍ନୟନ କାର୍ଯ୍ୟ ସମୀକ୍ଷାକଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବରଗଡ଼ରେ ହେବ କ୍ୟାନସର କେୟାର ସେଣ୍ଟର

ବରଗଡ଼: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର। ଏଥିସହ ଆରମ୍ଭ ହେବ G+୫ କ୍ୟାନସର ଚିକିତ୍ସା ପ୍ରକ୍ରିୟା। ବରଗଡ଼ର କ୍ୟାନସର କେୟାର ସେଣ୍ଟର ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ।…

ଖରସ୍ରୋତା ଆନ୍ଦୋଳନ: ୨୫ ଜଣଙ୍କୁ…

କେନ୍ଦ୍ରାପଡ଼ା: ଗୁରୁବାର ଭଦ୍ରକକୁ ପାଣି ଦେବାକୁ ବିରୋଧ କରି ପୁଲିସ୍‌ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖରସ୍ରୋତା ଆନ୍ଦୋଳନ ପରେ ୨୫ ଜଣଙ୍କୁ ଉଠାଇନେଇଛି ପୁଲିସ୍। ରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ…

ବରଗଡ: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ। ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ…

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ…

ପୁରୀ: ଅଗଷ୍ଟ ୧୬ରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏଥିପାଇଁ ପ୍ରସ୍ତୁତି ଚଲାଇଛି ପ୍ରଶାସନ। ଅଗଷ୍ଟ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ। ମିଳିଥିବା ସୂଚନା ମୁତାବିକ ଦୈନିକ ତିନି ଦଫାରେ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ। ପୌରସଂସ୍ଥା ପକ୍ଷରୁ…

ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା…

ସୁନ୍ଦରଗଡ଼: ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା। ଦ୍ଵିତୀୟ ଏମ୍ସ ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ତେବେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ରାସ୍ତା ଘାଟ ଦୋକାନ ବଜାର…

ବୁର୍ଲା କମ୍ୟୁନିଟି ସେଣ୍ଟରରେ…

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ। ଆନନ୍ଦ ବିହାରସ୍ଥିତ ଷ୍ଟାଫ୍ କ୍ୱାର୍ଟର କଲୋନୀର ନିଶିଗନ୍ଧା ହଲରେ ଲାଗିଲା ନିଆଁ। ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ…

ସାମ୍ବାଦିକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ…

ଜଗତସିଂହପୁର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ହରଡ଼ଘଣାରେ ପୁଲିସ୍‌ ବାବୁ। ମଦ୍ୟପ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଦ୍ୟପ ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଉନ୍ମତକାଣ୍ଡ ଘଟାଇବା ପରେ ତାଙ୍କ ବିରୋଧରେ…