Odisha Link
Bridging the Missing Links in Odisha
Daily Archives

April 2, 2020

କରୋନା: ୫୦ ହଜାର ଟେଷ୍ଟିଂ କିଟ୍‌ ଅର୍ଡର…

ଭୁବନେଶ୍ବର: ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଉ ୫୦ ହଜାର କରୋନା ପରୀକ୍ଷଣ କିଟ୍‌ କିଣିବା ପାଇଁ ଅର୍ଡର ଦେଇଛନ୍ତି। ଏହା ଛଡ଼ା ଓଡ଼ିଶାରେ ଅଧିକ ସ୍ଥାନରେ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାର ନୂଆଦିଲ୍ଲୀର ଇଣ୍ଡିଆନ କାଉନ୍‌ସିଲ ଫର ମେଡିକକାଲ ରିସର୍ଚ୍ଚକୁ ଅନୁମତି ମାଗିଛନ୍ତି। ଆଜି ଓଡ଼ିଶା…

ନିଜ୍ଜାମୁଦିନ୍‌ କରୋନା ସଂକ୍ରମଣ:…

ଭୁବନେଶ୍ବର: ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘା କରୋନାରୁ କରୋନା ସଂକ୍ରମଣ ସାରା ଦେଶକୁ ବ୍ୟାପିଥିବା ବେଳେ ଏହି ଧର୍ମସଭାରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶରୁ ଏଯାବତ୍‌ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କଲେ…

ଭୁବନେଶ୍ବର: ଜନତାଙ୍କ ସ୍ବାର୍ଥ ଦୃଷ‌୍ଟିରୁ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଏପରିକି ସପ୍ତାହ ତଳେ ଆମେ ଓଡ଼ିଶା ଲିଙ୍କ ପକ୍ଷରୁ ଏ ନେଇ ଏ ଆଲେଖ ମଧ୍ୟ ପ୍ରସ୍ତୁତ କରିଥିଲୁ। ତେବେ ଆଜି ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିବା ବେଳେ ରାଜ୍ୟର ୫ମ କରୋନା…

ସୁଧୁରୁନାହାନ୍ତି ଧର୍ମାନ୍ଧ: ଭବ୍ୟ…

ହାଇଦ୍ରାବାଦ: ଦିଲ୍ଲୀର ନିଜାମୁଦ୍ଦିନ ଦରଘାରେ ମର୍କାଜା ଉତ୍ସବ ପରେ ବ୍ୟାପକ କରୋନା ସଂକ୍ରମଣ ଦେଶରେ ଭୟର ବାତାବରଣ ଜାରି ରଖିଥିବା ବେଳେ ପୁଣି ଧର୍ମରେ ଅନ୍ଧ ହୋଇ କଟକଣାକୁ ଆଖିଠାର ମାରିଛନ୍ତି ତେଲେଙ୍ଗାନାର ଦୁଇ ମନ୍ତ୍ରୀ। ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଆଜି ଏହି ଦୁଇ ମନ୍ତ୍ରୀ ରାମନବମୀ ସମାରୋହ…

ସାଂଘାତିକ ହେବ ଭାରତର ସ୍ଥିତି, କେବଳ…

ଭୁବନେଶ୍ବର: ଭାରତର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଭଳି ମନେ ହେଉଥିଲେ ବି ଆଗକୁ ସ୍ଥିତି ସାଂଘାତିକ ହେବାର ସୂଚନା ମିଳିଛି। ଏଯାବତ୍‌ ୪୦୦ରୁ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘାରୁ ଫେରିଥିବା ୪୦୦ରୁ ଅଧିକ ଲୋକଙ୍କ ଠାରେ ଭୂତାଣୁ ପଜିଟିଭ୍‌ ଦେଖା…

ହଜ୍‌ ପାଇଁ ସଂଚିତ ୫ ଲକ୍ଷ ଟଙ୍କା କରୋନା…

ଜମ୍ମୁ: ମାନବିକତା ଆଗରେ ଫିକା ପଡ଼ିଯାଇଛି ଧର୍ମବିଶ୍ବାସ। ମଣିଷର ସେବା ହିଁ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଲାଗି ସବୁଠୁ ବଡ଼ ପୂଣ୍ୟ କାମ ବୋଲି ବୁଝିଛନ୍ତି ଖାଲିଦା ବେଗମ୍। ଜମ୍ମୁ କଶ୍ମୀରର ଏହି ୮୭ ବର୍ଷ ବୟସ୍କା ବୃଦ୍ଧା ଜଣକ କରୋନା ରିଲିଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୂଚନା…

କରୋନା କବଚ: କେନ୍ଦ୍ର ସରକାରଙ୍କ ଏହି…

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତ କରୋନା ସଂକ୍ରମଣ ଟ୍ରାକ୍‌ କରିବା ପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛି। 'କରୋନା କବଚ' ନାମକ ଏହି ଆପ୍‌ ବ୍ୟବହାର କରି ଆପଣ କରୋନା ଆକ୍ରାନ୍ତଙ୍କ ପାଖ ମାଡ଼ୁଛନ୍ତି କି ନା ଜାଣିପାରିବେ। କେନ୍ଦ୍ର ସରକାରଙ୍କ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦ ଓ୍ବିଜଡମ ଟ୍ରୀ ଗ୍ଲୋବାଲ ସ୍କୁଲ ନିଜକୁ କରୋନା ଲଢ଼େଇରେ ସାମିଲ କରିଛି। ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଂିକୁ ଏକ ଲକ୍ଷ ଟଙ୍କା ଦାନ କରାଯାଇଛି। ବର୍ତ୍ତମାନ ଭାରତ ସମେତ ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼େଇ…

ମଧ୍ୟପ୍ରଦେଶ: କରୋନା ସନ୍ଦିଗ୍ଧଙ୍କ…

ଇନ୍ଦୋର: ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ପଟ୍ଟି ବଖାଲ ଅଞ୍ଚଳରେ। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷଣ କରିବା ଲାଗି ପହଞ୍ଚିଥିବା ଡାକ୍ତରୀ ଦଳ ଉପରକୁ ପଥର ମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଥିରେ ଦୁଇ ଜଣ ମହିଳା ଡାକ୍ତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ୩ ଜଣ ଡାକ୍ତରଙ୍କ ସହ ୫ ଜଣିଆ…

କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି। ଶାମଲି ଜିଲ୍ଲାର ଏକ ଆଇସୋଲେସନ୍‌ ଓ୍ବାର୍ଡରେ ଏହି ବ୍ୟକ୍ତି ରହୁଥିଲେ। ଆଇସୋଲେସନ୍‌ ଓ୍ବାର୍ଡଟି ଏକ ନିର୍ମାଣାଧୀନ କୋଠାରେ ଥିବା ବେଳେ କୋଠା ଉପରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅଅନୁସାରେ ମୃତକଙ୍କ ନାମ…