Odisha Link
Bridging the Missing Links in Odisha
Daily Archives

November 7, 2022

ନଭେମ୍ବର ୮ରେ ଏ ବର୍ଷର ଶେଷ ଚନ୍ଦ୍ର…

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୮ ତାରିଖରେ ସଂଗଠିତ ହେବ ଏ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତି ରେ ଘଟିଥାଏ । ବିଭିନ୍ନ ଦେଶର…

କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ…

ଓଏଲ୍‌ ବ୍ୟୁରୋ: ଧର୍ମ ମାସର ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମନ୍ଦିରରେ ଦେଖାଯାଏ ଭିଡ଼ କିନ୍ତୁ କାଲି ମଧ୍ୟ ଚନ୍ଦ୍ରଗ୍ରହଣ। ସବୁଥର ଏହି ଦିନରେ ସବୁ ଧର୍ମ ଅନୁଷ୍ଠାନରେ ଜନଗହଳି ଦେଖିବାକୁ ମିଳିଥାଏ । ଭୁବନେଶ୍ୱରରେ ଭକ୍ତଙ୍କ ସୁରକ୍ଷା ଓ…

ସାଥିରେ ଆଣୁଥିଲେ ବନ୍ଧୁକ, ଗୁଳି ଫୁଟି…

ଓଏଲ୍ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ। ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଗୁରୁତର ହୋଇଛନ୍ତି। କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ ହେଉଛନ୍ତି ସେହି ଗୁରୁତର ହୋଇଥିବା ବ୍ୟକ୍ତି। ଏଲିଅଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥଲା କିନ୍ତୁ ଅବସ୍ଥା ଅଧିକ…

ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ,…

ଓଏଲ୍‌ ବ୍ୟୁରୋ: ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ। ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଗେଷ୍ଟ ହାଉସରୁ ମୋତିରାମ ତିୱାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଉଛନ୍ତି ଜିନ୍ଦଲର ଜଣେ କର୍ମଚାରୀ। ତଦନ୍ତ ପାଇଁ…

EWS ସଂରକ୍ଷିତ କୋଟା ପ୍ରସଙ୍ଗ: ଆର୍ଥିକ…

ଓଏଲ୍‌ ବ୍ୟୁରୋ: ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ କୋଟାକୁ ନେଇ ନିଷ୍ପତି ଶୁଣାଇଲେ ସୁପ୍ରିମ କୋର୍ଟ। ଆର୍ଥିକ ଅନଗ୍ରସର ବର୍ଗଙ୍କ ସଂରକ୍ଷଣ ମାମଲାର ଆଜି ଆସିଲା ସାମ୍ବିଧାନିକ ରାୟ। ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ଓ ଅନଗ୍ରସର ଲୋକଙ୍କ ପାଇଁ ଲାଗିଲା ମୋହର। ୫ ଜଣିଆ ଖଣ୍ଡପୀଠରୁ ୪ ଜଣ…

ପ୍ରଭାସଙ୍କ ଚଳଚ୍ଚିତ୍ର ଆଦିପୁରୁଷ ,…

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ମୁକ୍ତିଲାଭ କରିଥିଲା ପ୍ରଭାସ ଏବଂ ସୈଫ ଅଲ୍ଲି ଖାନ୍‌ଙ୍କ ଆଦିପୁରୁଷର ଟ୍ରେଲର ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହି ଚଳଚ୍ଚିତ୍ରଟି ପୌରାଣିକ ରାମାୟଣ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ , ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମ ଓ ସୈଫ ଅଲ୍ଲି ଖାନଙ୍କୁ ରାବଣ ଏବଂ କ୍ରିତି…

ଧର୍ମର ମାସରେ ଶ୍ରୀମନ୍ଦିରରେ ପୁଲିସର…

ଓଏଲ୍‌ ବ୍ୟୁରୋ: ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ପୁଲିସର ଗୁଣ୍ଡାଗିରି। ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡ ପୁଲିସ ଫଟାଇଦେଇଥିବା ସୂଚନା ରହିଛି। ଆହତ ମହିଳାଙ୍କ ଘର ବ୍ରହ୍ମପୁର ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ…

୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ଓଏଲ୍‌ ବ୍ୟୁରୋ: ରାସ୍ତା ପାଇଁ ବୀରମିତ୍ରପୁର ବନ୍ଦ। ଯାହାଫଳରେ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି ବନ୍ଦ ରହିଛି। ପ୍ରଶାସନର ପ୍ରତିଶୃତି ପାଣିର ଗାର। ଜନତାଙ୍କୁ ଦେଇଥିବା ପ୍ରତିଶୃତି…

ସମ୍‌ରେ ପେଡିଆଟ୍ରିକ୍‌ ସଲିଡ ଟ୍ୟୁମର୍‌…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇ.ଏମ୍‌.ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଅଙ୍କୋଲୋଜି ସାଇନ୍‌ସେସ୍‌ ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ‘ମ୍ୟାନେଜମେଂଟ ଅଫ୍‌ ଉଇଲମସ ଟ୍ୟୁମର୍‌ ଆଣ୍ଡ ନ୍ୟୁରୋବ୍ଳାଷ୍ଟୋମା’…

ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ…

ଓଏଲ୍‌ ବ୍ୟୁରୋ : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ରବିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଛନ୍ତି। ଏହାଦ୍ୱାରା ସମାଜର ସ୍ଥିତିକୁ…