Odisha Link
Bridging the Missing Links in Odisha
Daily Archives

November 12, 2022

ଦଳ ଛାଡ଼ୁ ଛାଡ଼ୁ ବିସ୍ଫୋରକ ବୟାନ ଦେଲେ…

ଓଏଲ୍‌ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ଆରମ୍ଭ ହେଲାଣି ରାଜନୈତିକ ବୟାନବାଜି। ଦୁଇ ଦିନ ତଳେ ବିଜେପି ଶିବିର ଛାଡ଼ି ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଥିବା ରାଜୁ ଘିବେଲା ଦେଇଛନ୍ତି ବିସ୍ଫୋରକ ବୟାନ। ଦଳ ଛାଡ଼ିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ…

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ହେଲେ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ପୁଣିଥରେ କରିଛି ଭରସା। ଶ୍ରୀ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ…

ଚିକିତ୍ସିତ ଅବସ୍ଥାରେ ସ୍ୱାମୀକୁ ଛାଡି…

ଓଏଲ୍ ବ୍ୟୁରୋ : କଟକ ମେଡିକାଲକୁ ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ସାଙ୍ଗରେ ଯାଇଥିଲେ । ହସ୍ପିଟାଲରେ ଟିକେଟ କରିବାକୁ ଯାଇଥିଲେ ସ୍ତ୍ରୀ ପରେ ନିଖୋଜ ହୋଇଥିବାର ଜଣା ପଡ଼ିଛି। ନିଖୋଜ ହୋଇଥିବା ମହିଳା ହେଉଛନ୍ତି କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସୁମିତ୍ରା ସ୍ବାଇଁ । ଗତ ୭ ତାରିଖ ଦିନ ସ୍ବାମୀଙ୍କ…

ଅନ୍ଧବିଶ୍ୱାସରୁ ଭୟଙ୍କର ହତ୍ୟାକାଣ୍ଡ

ଓଏଲ୍ ବ୍ୟୁରୋ : ସତରେ କଣ ଅନ୍ଧବିଶ୍ୱାସ ଏବେ ବି ଅଛି ଦୁନିଆଁରେ । ଏକ ହତ୍ୟାକାଣ୍ଡରୁ ଅନ୍ଧବିଶ୍ବାସ କଥା ସାମ୍ନାକୁ ଆସିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଗୁଣି ଗାରେଡି ବୋଲି ସନ୍ଦେହ କରାଯାଉଛି । ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ । ସାରଜମଡ଼ିହି ଗାଁର…

ରାଜୁ ଘିବେଲାଙ୍କୁ ବିଜେଡିର ଗୁରୁ ଦାଇତ୍ୱ

ଓଏଲ୍ ବ୍ୟୁରୋ : ଆସୁଛି ପଦ୍ମପୁର ଉପନିର୍ବାଚନ ବଢୁଛି ରାଜନୈତିକ ଉଷ୍ମତା। ବିଜେପି ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପାର୍ଥି ସ୍ଥିର କରିନାହାନ୍ତି । ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ସ୍ୱାଧୀନ ପାର୍ଥି ରାଜୁ…

ବିଚାରପତି ନିଯୁକ୍ତିରେ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। କଲେଜିୟମ୍‌ ଦ୍ବାରା ହୋଇଥିବା ବିଚାରପତି ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାକୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କଲେଜିୟମର ସୁପାରିଶକୁ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ମହାମହିମଙ୍କୁ ଟିଏମ୍‌ସି ନେତାଙ୍କ…

ଓଏଲ୍‌ ବ୍ୟୁରୋ: ଗତକାଲି ରାତିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଶର ପ୍ରଥମ ନାଗରିକ ମହାମହିମତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରାଯାଇଛି। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମ୍‌ସିର ଜଣେ ମନ୍ତ୍ରୀ ମହାମହିମଙ୍କ ରୂପକୁ ନେଇ ଅଶାଳୀନ…

ପଦ୍ମପୁର ଉପନିର୍ବାଚନ: ଭୋଟ୍‌ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଜୋର ଧରିଛି ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଥିପାଇଁ ଆରମ୍ଭ କରିସାରିଛନ୍ତି ଅଙ୍କକଷା। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ…

ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ, ଦଳ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟିକା କୁସୁମ ଟେଟେ ଗଣମାଧ୍ୟମକୁ କହିଥିଲେ। ହେଲେ…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ…

ଭୁବନେଶ୍ବର: ସରକାରୀ ସ୍ତରରେ ଆୟୋଜିତ ପୁସ୍ତକମେଳା "ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ଅକ୍ଷର"ର ଚତୁର୍ଥ ସଂସ୍କରଣ ଡିସେମ୍ବର ମାସରେ ହେବାକୁ ଥିବାବେଳେ ଏହାର ଆୟୋଜନ ନେଇ ପୁଣି ଅନିଶ୍ଚିତତା ଦେଖାଯାଇଛି। ପୂର୍ବରୁ ଲଗାତାର ଭାବେ ଦୁଇଥର ପୁସ୍ତକମେଳା ବନ୍ଦ ହୋଇଥିବା ବେଳେ ଏଥର ଯଦି ପୁଣି ବନ୍ଦହେଲେ ଲେଖକ,…