Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି…

ଫେରୁଥିଲା ବରଯାତ୍ରୀ ଗାଡ଼ି, ପିଟି ଦେଲା…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଳାର ମହାନଦୀ ସେତୁ ଉପରେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗାଡ଼ିରେ ଚାପି ହୋଇ ରହିିଥିବା ଅନ୍ୟ ଗୁରୁତର ଆହତଙ୍କୁ…

ଥାନା ସାମ୍ନାରେ ଟାଙ୍ଗିଆରେ ଭଉଣୀକୁ…

ଓଏଲ୍‌ ବ୍ୟୁରୋ: ଗଣ୍ଡଗୋଳରୁ ଚାଲିଗଲା ଜୀବନ। ପୁଣି ଥାନା ସାମ୍ନାରେ ଭଉଣୀକୁ ହାଣିଲା ଭାଇ। ଗାଈ ଚରାଉଥିବା ବେଳେ ଭାଇଭଉଣୀ ମଧ୍ୟରେ ଲାଗିଲା ଗଣ୍ଡଗୋଳ। ଯାହାକୁ କେନ୍ଦ୍ର କରି ବିବାହିତ ଭଉଣୀକୁ ମାରି ଦେଲା କାକା ପୁଅ ଭାଇ। ସମ୍ବଲପୁର କିସିଣ୍ଡା ଥାନା ସାମ୍ନାରେ ଘଟିଛି ଏଭଳି କାଣ୍ଡ। ଭଉଣୀକୁ ଟାଙ୍ଗିଆରେ…

ଦାନା ପାଇଁ ଦାଦନ ଗଲେ ନେତା

ଭୁବନେଶ୍ବର: ପେଟ ପାଇଁ ନାଟ। ଆଉ ଦାନା ପାଇଁ ଦାଦନ। ଆପଣ ଭାବୁଥିବେ ଆମେ ଏଭଳି କଥା କାହିଁକି ଆପଣଙ୍କୁ କହୁଛୁ। ହେଲେ ଏଭଳି କଥା କହିବା ପଛରେ ରହିଛି ବଡ଼ କଥା। କାରଣ ଦାଦନର ଆଉ ଏକ ଦାରୁଣ କାହାଣୀ ସାମ୍ନାକୁ ଆସିଛି। ମହାମାରୀ କରୋନା କାଳରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ସଚେତନତା କରାଇଇବା ସହ…

୫ ଦିନ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ…

ଜଗତସିଂହପୁର: ଆଉ ଦିନକ ପରେ ପାଳିତ ହେବ ବଡ଼ ଦିନ। ତାପରେ ଆସିବ ଇଂରାଜୀ ନୂଆବର୍ଷ। ଏହି ଅବସରରେ ଧର୍ମାନୁଷ୍ଠାନ ଗୁଡ଼ିକରେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ହେଲେ ଏବେ ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଭୟ। ଏହାକୁ ନଜରରେ ରଖି ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ୫ ଦିନ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ…

ପାହାନ୍ତିଆରୁ ‘ପୁଷ୍ପା’…

ବ୍ରହ୍ମପୁର: ବଡ଼ ପରଦାରେ ବହୁଭାଷୀ ଚଳଚ୍ଚିତ୍ର ପୁଷ୍ପା ଦି ରାଇଜ୍। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମାନ୍ଦାନାଙ୍କ ଫିଲ୍ମ ପୁଷ୍ପା ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବଡ଼ ପରଦାରେ ରିଲିଜ୍‌ ହୋଇଛି। ଫିଲ୍ମର ପ୍ରଥମ ସୋ ଦେଖିବା ପାଇଁ ଫିଲ୍ମ ହଲ୍‌ ସାମ୍ନାରେ ଦେଖିବାକୁ ମିଳିଛି ଖଚାଖଚ୍‌ ଭିଡ଼।…

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ବଲପୁର: ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ସୁପ୍ରସିଦ୍ଧ ସଙ୍ଗୀତ 'ରଙ୍ଗବତୀ'ର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆଙ୍କ ଛାତିିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପ୍ରଥମେ କୁଚିଣ୍ଡା ମେଡିକାଲରେ ନିଆଯାଇଥିଲା। ପରେ ଏକ ଘରୋଇ…

ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବଦଳିଛି ପାଗ। ଆଉ ରାଜ୍ୟରେ ବିଭିନ୍ନ ଅଞ୍ଚଳକୁ ଫେରିଛି ଶୀତ। ବିଶେଷକରି ରାଜ୍ୟର କନ୍ଧମାଳ ଜିଲ୍ଲାରେ ବଢ଼ିଛି ଶୀତର ପ୍ରକୋପ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, କ.ନୂଆଗାଁ , ବେଲଘର, ତୁମୁଡ଼ିବନ୍ଧ, କୋଡ଼ଗଡ଼ ଅଞ୍ଚଳରେ ବଢ଼ିଛି ଶୀତ।…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ଏହି ସ୍ବତନ୍ତ୍ର ନୀତି ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ…

ନୟାଗଡ଼ବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ

ନୟାଗଡ଼: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼। ଭର୍ଚୁଆଲ ମୋଡ଼ରେ ନୟାଗଡ଼ ଜିଲ୍ଲାରେ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ…