Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ…

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ । ୧୯୯୩ ମସିହାରେ…

ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: ରୋଡ ରୋମିଓ, ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର। ଏହା ପୁଲିସ ପକ୍ଷରୁ ଜାରି କରାଯାଇଛି। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି-୭୦୭୭୭୯୮୧୧୧ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ଏହି ହ୍ୱାଟ୍ସଆପ ନମ୍ବରରେ ଅଭିଯୋଗ କରିପାରିବେ । ପ୍ରକାଶ ଯେ, ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ…

ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ…

ବ୍ରହ୍ମପୁର: ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ ଠାବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ନିକଟରୁ। ଏକ ମନ୍ଦିର ନିକଟରେ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ବ୍ରହ୍ରପୁର ଆଙ୍କୁଲି ଶିଳ୍ପାଞ୍ଚଳର ଏକ ମନ୍ଦିର ନିକଟରେ ଏକ ନବଜାତ…

ଭୀମସାରରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବୁର୍ଲା: ପୁଣି ଥରେ ଅଶାନ୍ତ ଭୀମସାର। ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଞ୍ଚଳର ଦୁଇଜଣ ଯୁବକ ନେତାଜୀ ଛକ ଠାରେ…

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବାପ-ପୁଅ…

ବୌଦ୍ଧ: ରାଜ୍ୟରେ କିଛି ଦିନ ହେଲା ପ୍ରାୟତଃ ସବୁ ଜଙ୍ଗଲରେ ନିଆଁ ଜଳୁଛି। କିଛି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତକାଲି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ…

ଶ୍ରୀମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗ୍‌ଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ଼ ଜନଆନ୍ଦୋଳନର ରୂପ ଦେବା ପାଇଁ ଆଲୋଚନା କରିବା ଏବଂ ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢ଼େ ୪ କୋଟି ଓଡ଼ିଆଙ୍କ ଶ୍ରମ ଓ ଆର୍ଥିକ ଯୋଗଦାନ ନିମନ୍ତେ…

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ…

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ସାମଗ୍ରୀ ରଖି ବିକ୍ରି କରୁଥିବା ଖବର ପାଇ ପୋଲିସ ଆଜି ସକାଳେ ସେଠାରେ ଚଢାଉ କରିଥିଲା। ଚଢ଼ାଉରେ ୨୦ ବସ୍ତା ନାଇଟ୍ରୋଜେନ…

ନିୟମ ଭାଙ୍ଗିବା ଅଭିଯୋଗରେ ନାଗା…

ପୁରୀ: କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ନାଗା ସାଧୁଙ୍କୁ ଆକ୍ରମଣ। ନାଗା ସାଧୁ ବୈଷ୍ଣବ ପୁରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ନାଗାସାଧୁ ବୈଷ୍ଣବ ପୁରୀ ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ…

ବିବାହ ପୂର୍ବରୁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର: ବାହାଘର ଠିକ୍‌ ହୋଇଯାଇଥିବା ବେଳେ କିଛି ଦିନ ତଳେ ସରିଥିଲା ନିର୍ବନ୍ଧ। ଆଉ ଦୁଇ ମାସ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ମାତ୍ର ଏହା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଯୁବକ ଜଣଙ୍କ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବୁରୋଭାଡି ଗାଁରେ। ଶ୍ରମିକ ଭାବରେ…

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୨୦ରୁ…

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଗୋପାଳପୁର ଯାଉଥିବା ଏକ ଘରୋଇ ବସ୍‌ ଓଲଟିଛି। ସୋର ଥାନା ଆଗରେ ବସ୍ ଓଲଟି ପଡିଥିବାର ସୂଚନା ମିଳିଛି। ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଓଲଟି ପଡିଥିବା ବସ୍‌ ନାଁ ଚକାଡୋଳା ବୋଲି ଜଣାପଡିଛି। ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…