Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ…

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହି କୃଷି ମେଳା ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବ।…

ରାଜଧାନୀରୁ ୫୨ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ  ଏକ ସ୍କୁଟିରୁ ଗଞ୍ଜେଇ ବ୍ୟାଗ୍ ଜବତ ହୋଇଛି। ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି। ଗୋଟିଏ ସ୍କୁଟିରେ ଏହି ଗଞ୍ଜେଇ ଚାଲାଣ…

ବୃଷଭଙ୍କ ଉତ୍ତରିରେ ଲାଗିଲା ନିଆଁ

ନରସିଂହପୁର: ଗତକାଲି ମହାଶିବରାତ୍ରି ଅବସରରେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣା ମଧ୍ୟରେ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଅବସରରେ ବୃଷଭଙ୍କ ଉତ୍ତରିରେ ନିଆଁ ଲାଗି ଯାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ନରସିଂହପୁର ନିଜିଗଡ଼ଠାରେ ଥିବା ବାବା…

ଜାଗର ରାତିରେ କଳାକନା ବୁଲାଇଲେ…

କେନ୍ଦୁଝର: ଗତକାଲି ଥିଲା ମହାଶିବ ରାତ୍ରି। ମହାଶିବ ରାତ୍ରି ପାଇଁ ମନ୍ଦିରରେ ସପରିବାର ଜାଗର ଜାଳୁଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୃର୍ତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରେ। ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ…

ନିର୍ଦ୍ଧାରିତ ସମୟ ପୂର୍ବରୁ…

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ…

ବାଇକ୍ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ୨…

କେନ୍ଦୁଝର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ଥାନା ଛକ ବାଇପାସ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଟ୍ରକ ଚଢ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ଟାରେ ଗମ୍ଭାରିଆ ଗାଁର କର୍ଣ୍ଣ ନାଏକ ଓ ତାଙ୍କ ଜଣେ ବନ୍ଧୁ ଏକ ମଟୋର ସାଇକେଲରେ ରାସ୍ତା ପାର…

କରୋନା: ଦେଶରେ ଚିନ୍ତା ବଢ଼ାଉଛି ୬ ରାଜ୍ୟ

ନୂଆଦିଲ୍ଲୀ: ପୁଣି କଲବଲ କରୁଛି କରୋନାର ଦ୍ବିତୀୟ ସଂକ୍ରମଣ। କମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି। ଆଜି ସମଗ୍ର ଦେଶରେ ଯେତିକି କରୋନା…

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ପ୍ରାୟ…

୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ…

ଭୁବନେଶ୍ୱର: ରାଜ୍ୟରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ସତର୍କତା ଅବଲମ୍ବନ କରିବାକୁ ୭ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼…

ରାଉରକେଲା ପାଇଁ କୋହଳ ହେଲା କଟକଣା

ଭୁବନେଶ୍ବର: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଠ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଏୟାର କ୍ୱାଲିଟି ୫୨୬ ଥିଲାବେଳେ ଗତକାଲି ୩୪୨ ରହିଥିଲା। ଏକୁ୍ୟଆଇରେ…