Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ,…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଅ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପ୍‌ ଫାଇନାଲରେ ପହଁଞ୍ଚିଲା ଭାରତ। ବ୍ୟାଟସମ୍ୟାନ୍‌ଙ୍କ ଶାନଦାର ବ୍ୟାଟିଂ ସାଙ୍ଗକୁ ବୋଲର ଦମଦାର ବୋଲିଂ ବଳରେ ଭାରତ ୭୦ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ୨୦୧୧…

ପାକିସ୍ତାନ ଟିମ୍‌ରେ ଆମୂଳଚୂଳ…

ଓଏଲ୍‌ ବ୍ୟୁରୋ: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିଲା। ଏସବୁ ମଧ୍ୟରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍। ଏଥିସହିତ ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନ କ୍ରିକେଟ ବୋର୍ଡ ଅଲଗା…

ଦିନିକିଆ ବିଶ୍ବକପ୍‌ରେ ସାମିଙ୍କ ବିଶ୍ବ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ। ଖେଳ ଜାରି ରହିଥିବା ବେଳେ ଟିମ୍‌ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଖେଳାଳି ବଡ଼ ରେକର୍ଡ ନିଜ ନାମରେ ସାମିଲ କରୁଛନ୍ତି। ବିରାଟ ଆଜି ଦିନିକିଆ କ୍ରିକେଟରେ ୫୦ତମ ଶତକୀୟ ଇନିଂସ…

ସେମିଫାଇନାଲରେ ଭାରତୀୟ ଖେଳାଳିଙ୍କ ଧମାଲ;…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଆରମ୍ଭ ହୋଇଛି ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ। ବୁଧବାର…

ଭୁବନେଶ୍ୱରରେ ହେବ ଏଆଇଏଫ୍ଏଫ୍-ଫିଫା…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଏଆଇଏଫ୍ଏଫ୍-ଫିଫା ଏକାଡେମୀ ହେବ। ଫିଫା ପ୍ରତିଭା ଯୋଜନାରେ ଏହା କାର୍ଯ୍ୟକାରୀ ହେବ। ଭୁବନେଶ୍ୱରକୁ ଭେନ୍ୟୁ ଭାବେ ବଛାଯାଇଛି ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ସୂଚନା ଦେଇଛନ୍ତି। ଫୁଟବଲ ବିକାଶରେ ସମସ୍ତ ସୁବିଧା ସୁଯୋଗ ଯୋଗଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭାରତ-ନ୍ୟୁଜିଲାଣ୍ଡ କଡ଼ା ଟକ୍କର: ଟସ୍…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ ଜିତି ଭାରତ ଫାଇନାଲ ପାଇଁ ନିଜ ଟିକେଟ ପକ୍କା କରିବ। ଆଜିର ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟସ୍‌ ଜିତି…

ଆଜି ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା;…

ଓଏଲ୍‌ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ସେମିଫାଇନାଲ…

୧୦ ବର୍ଷ ଭିତରେ ୮ଟି ସେମି ଏବଂ ଫାଇନାଲ…

ଓଏଲ୍‌ ବ୍ୟୁରୋ: ୨୦୧୯, ଜୁଲାଇ ୧୦ ତାରିଖ। ଇଂଲଣ୍ଡର ମଞ୍ଚେଷ୍ଟର ସହରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡ।ମହେନ୍ଦ ସିଂ ଧୋନି ମାତ୍ର ୨ ଇଞ୍ଚର ଦୂରରୁ ରନ୍‌ ଆଉଟ୍‌ ହୋଇଗଲେ। ଏଥିସହିତ ଭାରତର ବିଶ୍ବକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଗଲା।ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍‌ରେ ପରାସ୍ତ ହୋଇ…

କ୍ରିକେଟର ହେବାକୁ ଚାହୁଁଥିଲେ, ପ୍ରଥମ…

ଓଏଲ୍‌ ବ୍ୟୁରୋ: ଆଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଆଜିର ଦିନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା…

ବିଶ୍ବକପ୍‌ ୨୦୨୩: ପ୍ରଥମ ସେମିରେ…

ଓଏଲ୍‌ ବ୍ୟୁରୋ: କର ବା ମର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମି ଦୌଡ଼ରେ ରହିଲା ନ୍ୟୁଜିଲାଣ୍ଡ। ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ବିଶ୍ବକପ୍‌ର ସେମି ଦୌଡ଼ରୁ ଶ୍ରୀଲଙ୍କା ପୂର୍ବରୁ ବାଦ ପଡ଼ିଥିବା ବେଳେ ଆଜିର ମୁକାବିଲା ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା।…